Posts

Showing posts from November, 2023

ବିଦେଶୀଙ୍କ ହିନ୍ଦୁ ଧର୍ମ ଉପରେ ବିଶ୍ବାସ

Image
  ହିନ୍ଦୁ ପ୍ରଥାମତେ ନେଦର୍‌ଲାଣ୍ଡ୍‌ସ୍‌ ‘ଗାର୍ଲଫ୍ରେଣ୍ଡ୍‌’ଙ୍କୁ ବାହାହେଲେ ଭାରତୀୟ ଯୁବକ Latest Leading ଦେଶ- ବିଦେଶ By  Sambad Digital   Last updated  Dec 2, 2023 Image Courtesy of India Today   ସେୟାର ଫତେପୁର: ହିନ୍ଦୁ ରୀତିନୀତି ଅନୁଯାୟୀ ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାର ୩୨ ବର୍ଷିୟ ହାର୍ଦ୍ଦିକ ବର୍ମା ନେଦର୍‌ଲାଣ୍ଡସ୍‌ବାସିନୀ ‘ଗାର୍ଲଫ୍ରେଣ୍ଡ୍‌’ ୨୧ ବର୍ଷୀୟ ଗାବ୍ରିଏଲା ଡୁଡାଙ୍କୁ ଗତ ବୁଧବାର ଦିନ ବିବାହ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ADVERTISEMENT ରିପୋର୍ଟରେ ଉଲ୍ଲେଖ ଅଛି, ଫତେପୁରର ଗୋଟାଏ ଗାଁରେ ବାସ କରୁଥିବା ହାର୍ଦ୍ଦିକ ଚାକିରି ସନ୍ଧାନରେ ନେଦର୍‌ଲାଣ୍ଡସ୍‌ ଯାଇଥିଲେ। ସେଠାରେ ସେ ଏକ ଔଷଧ କମ୍ପାନିରେ ସୁପର୍‌ଭାଇଜର୍‌ ଚାକିରି କରି ପାଇଲେ। ଉକ୍ତ କମ୍ପାନିରେ ହିଁ ସହକର୍ମିଣୀ ଭାବେ କାର୍ଯ୍ୟ କରୁଥିବା ଗାବ୍ରିଏଲାଙ୍କ ସହିତ ତାଙ୍କର ପରିଚୟ ହେଲା। କ୍ରମେ ଦୁହେଁ ନିବିଡ଼ତର ହେଲେ ଓ ହାର୍ଦ୍ଦିକ ଗାବ୍ରିଏଲାଙ୍କୁ ‌ପ୍ରେମ କରୁଥିବା କଥା ବ୍ୟକ୍ତ କଲେ। ତା’ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ହେଲା। ୩ ବର୍ଷ ଏକତ୍ର ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏକଥା ହାର୍ଦ୍ଦିକ ଫୋନ୍‌ କରି ବାପାମାଆଙ୍କୁ ଜଣାଇଲେ। recommended by MAX LIFE INSURANCE A Term Plan Which Fits Right In Your Budget (*T...