Posts

Showing posts from December, 2023

ହିନ୍ଦୁଙ୍କ ମେଳାରେ ଅନ୍ୟ ଧର୍ମର ବିକ୍ରି ବନ୍ଦ

  ‘सिद्धेश्वर मंदिर मेले में मुस्लिमों को ना दी जाए दुकान : कर्नाटक में हिंदू संगठनों ने दी चेतावनी December 20, 2023 कर्नाटक के विजयपुरा में हिंदू संगठनों ने कोप्पल गविसिद्धेश्वर मेले में मुस्लिम दुकानदारों के स्टॉल लगाने और उनके द्वारा सामानों की बिक्री पर रोक लगाने की माँग की है। संगठनों ने चेतावनी दी है कि यदि उनकी माँगें नहीं मानी जाती हैं तो वे इसका कड़ा विरोध करेंगे। दरअसल, विजयपुरा में लगने वाला हिंदू धार्मिक मेला कोप्पल गविसिद्धेश्वर जात्रे 100 साल से भी अधिक पुराना है। हर साल मकर संक्रांति पर यह मेला लगता है। इस मेले में लाखों लोग पहुँचते हैं। इस ऐतिहासिक मेले की तैयारियाँ अभी जोर-शोर से चल रही हैं। इस मेले में मुस्लिमों द्वारा स्टॉल लगाने और सामान बेचने को लेकर श्रीराम सेना एवं अन्य हिंदू समूहों ने विरोध किया है। इन्होंने माँग की है कि हिंदू समुदाय के इस त्योहार में मुस्लिम समुदाय को शामिल होने की मंजूरी नहीं दी जानी चाहिए। उन्होंने चेतावनी दी कि अगर उनकी माँग नहीं मानी गई तो वे कड़ा विरोध करेंगे। हिंदू समूह अपनी माँग के समर्थन में शहर के सिद्धेश्वर मंदिर के बा...

ଆଫଗାନୀସ୍ଥାନରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ

  अफगानिस्तान में हिंदू और सिख आबादी खत्म होने के कगार पर December 19, 2023 अफगानिस्तान में तालिबान का राज लौटे दो बरस के लगभग हो गया है। इस बीच वहां की राजधानी काबुल हो या अन्‍य कोई इलाका हर जगह बम धमाकों का होना आज आम बात बन गया है। वो चाहे कोई चरमपंथी धमाका हो या किसी अन्‍य तरीके का धमाका वहां आम बात है। इसीलिए वहां हिन्‍दुओं का पलायन बहुत तेजी से हुआ है। अफगानिस्तान में जो मुख्य रूप से हिंदू धर्म का आज भी अनुसरण करते हैं, वे पंजाबी और सिंधी जाति समूह के लोग हैं। वे सभी सिखों के साथ व्यापार करने के लिए १९ वीं शताब्दी अफगानिस्तान गये थे। अफगानिस्तान में सोवियत युद्ध से पूर्व अफगानिस्थान में हजारों हिंदू रहते थे। परन्तु अब वहां तालीबान शासन के बाद चंद गिने चुने हिन्‍दू परिवार रह रहे हैं। बाहर से किसी हिन्‍दू के जाने पर क्‍या होती है परेशानी अफगानिस्तान में तालिबान का राज जब से लौटा है वहां अल्‍पसंख्‍यकों पर जुल्‍म इतने बढ़ गये हैं कि वे वहां से पलायन कर रहे हैं। और जो बाहर से वहां जाना चाहते हैं किसी कारण से उन्हें किस तरह होप्‍लेस किया जाता है उसकी एक बानगी देखें। एक महिला पत्रका...

ଭାରତରେ ମନ୍ଦିର ପୂଜକଙ୍କୁ ହତ୍ୟା

 ମନ୍ଦିର ପୂଜକଙ୍କୁ ନୃଶଂସ ହତ୍ୟା, ଗୁଳି କରିବା ପରେ ଆଖି ଖୋଳି ନେଲେ  ପାଟନା, ୧୭ ।୧୨-23 : ମନ୍ଦିର ପୂଜକଙ୍କୁ ନୃଶଂସ ହତ୍ୟାୟ ଗୁଳି ମାରିବା ସହ ଆଖି ଖୋଳି ନେଲେୟ ଶେଷରେ ଗୁପ୍ତାଙ୍ଗ କାଟି ହତ୍ୟା କଲେୟ ବିହାର ଗୋପାଳଗଞ୍ଜ ଜିଲ୍ଲାରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲଙ୍କାକାଣ୍ଡ ହୋଇଛିୟ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମାର୍ପିଟ୍ ହେବା ସହ କିଛି ପୁଲିସ କର୍ମୀ ଆହତ ହୋଇଛନ୍ତି । ପୂର୍ବତନ ବିଜେପି ଡିଭିଜନାଲ ଅଧ୍ୟକ୍ଷ ଅଶୋକ କୁମାର ଶାହଙ୍କର ଭାଇ ମନୋଜ କୁମାର ଦାନପୁର ଗାଁରେ ଥିବା ଏକ ଶିବ ମନ୍ଦିରର ପୂଜକ । ସେ ଗତ ୬ ଦିନ ହେଲା ଅନୁପସ୍ଥିତ ଥିଲେ । ମନୋଜ ପୂଜା ପାଇଁ ଘରୁ ମନ୍ଦିରକୁ ବାହାରିଯାଇଥିଲେ । ହେଲେ ୬ ଦିନ ପରେ ଶନିବାର ପୁଲିସ ଏକ ବୁଦାରୁ ତାଙ୍କର ବିଭିନ୍ନ ମୃତଦେହ ଉଦ୍ଧାର କରିଛି । ଘଟଣାରେ ସ୍ଥାନୀୟ ଲୋକେ ପୁଲିସର ଅବହେଳାକୁ ଦାୟୀ କରି ପୁଲିସ ଉପରେ ପଥର ମାଡ଼ କରିବା ସହ ପୁଲିସ ଗାଡ଼ି ଜାଳି ଦେଇଛନ୍ତି । ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଫଲ୍ସ ଫାଇଂରି କରିଥିଲା । ଏହାପରେ ଗୋପାଳଗଞ୍ଜ ଏସ୍ଡିପିଓ ପ୍ରାଞ୍ଜଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ।

ପୂଜାପାଠ

 ଭଗବାନ ଶିବଙ୍କୁ ବେଲପତ୍ର ଚଢାଉଥିଲେ... ବେଲପତ୍ର କାର୍ହିିଁକି ଚଢାଯାଏ? ୍ଟ ବେଲପତ୍ର ଚଢାଇବା ଦ୍ୱାରା ଶିବଙ୍କର ମସ୍ତକ ଥଣ୍ଡା ରୁହେ । କିନ୍ତୁ ସବୁବେଳେ ଧ୍ୟାନ ରଖିବାକୁ ହେବଯେ ଏହା ତିନିପତ୍ର ଯୁକ୍ତ ହୋଇଥିବା ଉଚିତ ଓ ଏହା କୌଣସି ଜାଗାରେ ଚିରା ଫଟା ହୋଇନଥିବା ଦରକାର । ଯାହାଙ୍କର ବାଡ଼ିରେ ବେଲଗଛ ରହିଛି, ସେଠାରେ ଭଗବାନ ଶିବଙ୍କର କୃପା ସବୁବେଳେ ୍ଟ ରହିଥାଏ । ସବୁବେଳେ ମନେ ରଖନ୍ତୁଯେ ବେଲଗଛ ଘରର ଉତ୍ତର ପଶ୍ଚିମ ଦିଗରେ ଲଗାଇଲେ ଯଶ କୀର୍ତ୍ତି ଲାଭ ହୁଏ । ଉତ୍ତର ଦକ୍ଷିଣ ଦିଗରେ ରହିଲେବି ସୁଖ ଶାନ୍ତି , ଧନ ସଂପଦ ଆସିଥାଏ । ହିନ୍ଦୁଧର୍ମରେ ମାନ୍ୟତା ରହିଛିଯେ ଭଗାବନ ଶିବଙ୍କୁ ବେଲପତ୍ର ବହୁତ ପସନ୍ଦ । ଏହି କାରଣରୁ ଶିବପୂଜାରେ ବେଲପତ୍ରକୁ ଉପଯୋଗ କରାଯାଇଥାଏ । ମାନ୍ୟତା ରହିଛିଯେ ବେଲପତ୍ରରେ ପୂଜା କରିବା ଦ୍ୱାରା ଭଗବାନ ଶିବ ବହୁତ ଜଲ୍‌ଦି ପ୍ରସନ୍ନ ହୁଅନ୍ତି । ବେଲପତ୍ର ଚଢାଉଥିବା ଭକ୍ତଙ୍କୁ ଭଗବାନ ଶିବ ମନପସନ୍ଦର ବର ଦାନ କରନ୍ତି । ମାତ୍ର ବେଲପତ୍ର ତୋଳୁଥିଲେ କିଛି କଥାକୁ ଧ୍ୟାନରେ ରଖିବାକୁ ହେବ । ଶାସ୍ତ୍ର ଅନୁସାରେ ସୋମବାର, ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି ଦିନ ବେଲପତ୍ର ତୋଳନ୍ତୁ ନାହିଁ । ଭଲ ହେବ ଯଦି ଆପଣ ପୂର୍ବ ଦିନରୁ ତୋଳି ରଖିବେ । ଶାସ୍ତ୍ରରେ ବିଧାନ ରହିଛିଯେ ଗୋଟିଏ ବେଲପତ୍ରକୁ ଅନେକ ଥର ଧୋଇ ଶିବଙ୍କ ଉପରେ ଚଢାଯାଇପାରେ

ଲକ୍ଷ୍ମୀପୁରାଣ

Image
 ନମସ୍ତେ ନମସ୍ତେ ମା'ଗୋ କମଳା ଦୁଲଣୀ -ଅନୁପମା ଭୂୟାଁ- ମାର୍ଗଶୀର ମାସରେ ପଡ଼ୁଥିବା ଗୁରୁବାର ଯେପରି ନିଷ୍ଠାରେ ପାଳନ କରାଯାଏ ତହିଁରୁ ଓଡ଼ିଆଙ୍କର ସାମାଜିକ ଚାଲିଚଳଣ ଅନ୍ୟମାନଙ୍କ ଠାରୁ ବାରି ହୋଇପଡ଼େ । ଏମିତି କେଉଁଠି କରୁଣା ତ କେଉଁଠି କଠୋରତାର ସୁନ୍ଦର କାହାଣୀ, ମଣିଷର ଜୀବନ କାହାଣୀ କହେ ମାର୍ଗଶୀର ମାସ ଗୁରୁବାର ପର୍ବ । ଓଡ଼ିଆଙ୍କର ଏକାନ୍ତ ନିଜସ୍ୱ ଖାଣ୍ଟି ଓଡ଼ିଆ ପର୍ବ ମାର୍ଗଶୀର ଗୁରୁବାର ବା ମାଣବସା ଗୁରୁବାର ଓଷା । ମାଣବସା ଗୁରୁବାର ଓଡ଼ିଶାର ଓ ଓଡ଼ିଆଙ୍କର ଏକାନ୍ତ ନିଜସ୍ୱ ପର୍ବ । ଏଥିରେ ଝୋଟି, ଧାନଶିଖା, ଆଙ୍ଗୁଠି ଚିତା ଯେଭଳି ଓଡ଼ିଆଙ୍କର ନିଜସ୍ୱ, ଏଥିରେ ପିଠାପଣା, ପୂଜା ସବୁ ଓଡ଼ିଆଙ୍କର ଓଡ଼ିଆ ଜାତିର ପୂର୍ବ ସମୃଦ୍ଧି, ପୂର୍ବ ବଡ଼ିମାର ନିଦର୍ଶନ । ଏ ପୂଜାରେ ଜାତି ଅଜାତି ନାହିଁ । ବ୍ରାହ୍ମଣଠାରୁ ଚଣ୍ଡାଳ ଯାଏ ସବୁ ଓଡ଼ିଆ ଘରେ ଏ ପର୍ବ ପାଳନ କରାଯାଏ । ମହାଲକ୍ଷ୍ମୀଙ୍କର ପୂଜା ପ୍ରତ୍ୟେକ ହିନ୍ଦୁ ଘରରେ କରାଯାଏ । ମା\' ମହାଲକ୍ଷ୍ମୀ ଭାରତର ଅନ୍ୟସ୍ଥାନ ମାନଙ୍କରେ କେବଳ ଧନଦାତ୍ରୀ ଦେବୀ ରୂପେ ଅଧିଷ୍ଠିତା ହେଉଥିଲେ ମଧ୍ୟ ଓଡ଼ିଶାରେ ଓଡ଼ିଆମାନଙ୍କର ମାଣବସା ଗୁରୁବାର ପୂଜା କେବଳ ଧନଧାନ୍ୟର କଥା କହେ ନାହିଁ ବରଂ ଏହାକୁ ପ୍ରାପ୍ତ କରିବା ପାଇଁ ଆବଶ୍ୟକ ହେଉଥିବା ନିଷ୍ଠାକୁ ବି ନିଖୁଣ ଭାବେ ବର୍ଣ୍ଣନା କରେ । ସାମାଜିକ ଜୀବନରେ ଜାତି ଜାତି ମଧ୍ୟରେ ଥିବା ଫରକ ଭଗବତ ଆରାଧନା ନିତକଟରେ ତୁଚ୍ଛ ବୋଲ...