Posts

Dharma protectors in Odisha

  ओडिशा में धर्म रक्षक  ऑस्ट्रेलियाई मिशनरी ग्राहम स्टेंस केंदुझर जिले के मनोहरपुर में धर्मांतरण करा रहे थे. मिशनरी ग्राहम स्टेंस को जलाकर मार डालो मामला में उम्रकैद की सजा काट रहे दारा सिंह की रिहाई के लिए राष्ट्रपति को याचिक https://sambad.in/india-and- beyond/petition-to-the- president-for-the-release-of- dara-ss-1182709/

ଓଡିଶାରେ ପରାବର୍ତ୍ତନ

22-6-24 ପରାବର୍ତ୍ତନ ହିନ୍ଦୁ ଧର୍ମକୁ ଫେରିଲେ ଗୋଟିଏ ପରିବାରର 14 ସଦସ୍ୟ https://www.facebook.com/ viswasambadkendraodisha/posts/ pfbid02xyDCVZGfGfdfXWcmC9A23zs Bbo5gkoxagrpdsreXqpw5DG5T38diT ULhKgZCfd3Ml https://panchjanya.com/2024/ 06/22/340208/bharat/odisha/ ghar-wapsi-14-people-in- odisha-left-christianity-and- adopted-sanatan-dharma-did- ghar-wapsi/

ଓଡିଶାରେ ଧର୍ମସଭା

  ମାଥିଲିଠାରେ ସନାତନ ହିନ୍ଦୁ ଧର୍ମର ଜିଲ୍ଲାସ୍ତରୀୟ ବିଶାଳ ଧର୍ମସଭା https://news.vskodisha.com/ odia-news-1664/

ବୈଜ୍ଞାନିକମାନଙ୍କ ହିନ୍ଦୁତ୍ବ ଉପରେ ଆସ୍ଥା ବିଶ୍ବାସ-Scientists believe in Hinduism

  ମକାକେଶକୁ ନେଲେ ଭଗବତ ଗୀତା, ଗଣେଷ ମୂର୍ତ୍ତି  https://www.facebook.com/ viswasambadkendraodisha/posts/ pfbid02jk6N8fzYBzyihQSaRSZP2nK bqxGcBy584tG1YKhs9SWsqFa5KEZRJ 7r8ZwfVHZopl ରାଞ୍ଚିରେ ଇଡି ଚଢଉ-ମିଳିଲାଣି ନଗଦ 35 କୋଟି https://www.facebook.com/ viswasambadkendraodisha/posts/ pfbid036KKi6FsDPrw9J2HVyTJsX6H hpjrWc8bM7CFGBTXGfDuFbTZfB8dRd FxqHAdN5VBxl

ହିନ୍ଦୁଙ୍କ ଆସ୍ଥାକୁ ବିରୋଧ

 ହନୁମାନଙ୍କ ପତାକା ଲଗାଇବାକୁ ନେଇ କର୍ଣ୍ଣାଟକରେ ଉତ୍ତେଜନା, ଲାଗିଲା ଧାରା ୧୪୪ 30-1-2024 ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା କେରାଗୋଡୁ ଗାଁରେ ହନୁମାନଙ୍କ ପତାକାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥିତି ଏଭଳି ହୋଇଛି ଯେ, ଗାଁରେ ୧୪୪ ଧାରା ଲାଗୁ ହୋଇଛି । ବହୁମାତ୍ରାରେ ପୋଲିସ୍ ଫୋର୍ସ ନିୟୋଜିତ ହୋଇଛି । ସୂଚନା ଅନୁଯାୟୀ, ଗତ ସପ୍ତାହରେ ଗାଁର କିଛି ଯୁବକ ଗୋଷ୍ଠୀ ୧୦୮ ଫୁଟ ଉଚ୍ଚ ଖୁଣ୍ଟରେ ହନୁମାନଙ୍କ ପତାକା ଲଗାଇଥିଲେ । ଗ୍ରାମ ପଞ୍ଚାୟତ ତରଫରୁ ସେହି ପତାକା ଲଗାଇବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ କିଛି ଲୋକ ଏହି ପତାକା ଲଗାଇବାକୁ ଏହାକୁ ବିରୋଧ କରିଥିଲେ । ଏହା ପରେ ପ୍ରଶାସନିକ ଅଧିକାରୀଙ୍କ ତରଫରୁ ଗାଁ ଲୋକଙ୍କୁ ସେହି ପତାକା ହଟାଇଦେବାକୁ କୁହାଯାଇଥିଲା । ଯାହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଗାଁର ଅଧିକାଂଶ ଲୋକଙ୍କ କହିବା ଅନୁଯାୟୀ ପତାକା ଆମ ଆସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଏବଂ କିଛି ଲୋକ ଏହା ଉପରେ ରାଜନୀତି କରୁଛନ୍ତି । ଗାଁ ଲୋକଙ୍କ ସହ ବିଜେପି, ଜେଡିଏସ ଏବଂ ବଜରଙ୍ଗ ଦଳର ଲୋକମାନେ ମଧ୍ୟ ଓହ୍ଲାଇଛନ୍ତି । ଗାଁରେ ବିରୋଧ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ଶନିବାର ପତାକା ଓହ୍ଲାଇବା ଆଦେଶର ବିରୋଧରେ ଗାଁଲୋକେ ଦୋକାନ ବଜାର ମଧ୍ୟ ବନ୍ଦ କରିଥିଲେ । ରବିବାର ଗ୍ରାମର ପଞ୍ଚାୟତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପତାକା ଓହ୍ଲାଇବାକୁ ଚାହୁଥିଲେ । କ...

ହିନ୍ଦୁତ୍ବ ସପକ୍ଷରେ ବକ୍ତବ୍ୟ

ହିନ୍ଦୁ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର  କେନ୍ଦ୍ରାପଡ଼ା – କେନ୍ଦ୍ରାପଡ଼ା ହିନ୍ଦୁ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଜିଲ୍ଲାରେ ଗୋ-ସୁରକ୍ଷା ଆଇନକୁ କଡାକଡି ଭାବେ ଲାଗୁ କରାଯିବା, ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋ-ଶାଳା ନିର୍ମାଣ କରାଯିବା, ହିନ୍ଦୁ ଦେବୋତର ଆଇନ ମୁତାବକ ମଠ, ମନ୍ଦିରର ସମ୍ପତି ଓ ସାଧୁ ସନ୍ଥ ମାନଙ୍କୁ ସୁରକ୍ଷା ଦିଆଯିବା, ଜିଲ୍ଲାର ବିଭିନ୍ନ ଅଂଚଳରେ ବାଙ୍ଗଲାଦେଶୀ ଓ ରୋହିଙ୍ଗିୟା ମାନେ ପଶି ଆସି ସରକାରୀ ଜମିକୁ କବଜା କରି ରହୁଛନ୍ତି । ଏମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରଭୃତି ଦାବି ଗୁଡିକ ଉଲ୍ଲେଖ ରହିଛି । ଏହି ଦାବି ଗୁଡିକୁ ଲାଗୁ କରିବା ପାଇଁ ହିନ୍ଦୁ ସମାଜ ପକ୍ଷରୁ ଦାବି କରାଯାଇ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସତ୍ୟ ରଂଜନ ନାୟକ, ମନୋଜ କୁମାର ସେଠୀ, ପ୍ରମୋଦ କୁମାର ବେହେରା, ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।   ହିନ୍ଦୁ-ହିନ୍ଦୀ ଭାଷାଭାଷୀଙ୍କ ଅପମାନ ପରେ ବି କାହିଁକି ନୀରବ ରାହୁଳ : କେ. କବିତା ହାଇଦ୍ରାବାଦ : ତାମିଲନାଡୁର ଶାସକ ଡିଏମକେ ଏମପି ଦୟାନିଧି ମାରାନଙ୍କ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ବିବାଦୀୟ ମନ୍ତବ୍ୟ’ ନେଇ ଭାରତ ରାଷ୍ଟ୍ରିୟ ସମିତି (ବିଆରଏସ) ନେତା ତଥା ପୂର୍ବତନ ସିଏମ କେ ଚନ୍ଦ୍ର...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା

 ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ 2-1-2024 କଟକ: ଓଡ଼ିଶା ହାଇକୋର୍ଟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା ଏକ ନୂଆ ମୋଡ଼ ନେଇଛି । ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ । ମାର୍ଚ୍ଚ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ଦିଗକୁ ଅଣଦେଖା କରାଯାଇଥିବା ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତା ଆବେଦନରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ୨୦୦୮ ମାର୍ଚ୍ଚ ୨୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଘଟିଥିଲା ।